୨୩.୭.୨୦୨୬, ଗୁରୁବାର

Jul 23, 2026 - 07:19
୨୩.୭.୨୦୨୬, ଗୁରୁବାର

 

ମେଷ: କର୍ମକ୍ଷେତ୍ରେ ଅାଶ୍ବସ୍ତି, ନୂତନ କାର୍ଯ୍ୟ ଅାରମ୍ଭ, ସୁସମାଚାର, ବ୍ୟବସାୟିକ ଲାଭ, ସମ୍ମାନ ପ୍ରତିଷ୍ଠା ଲୋକସମ୍ପର୍କବୃଦ୍ଧି, ଶରୀର ସୁସ୍ଥ, ଭରଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବୃଷ: ଦ୍ରବ୍ୟଲାଭ, କିଛି କାର୍ଯ୍ୟରେ ବିଳମ୍ବ, ଅନୁଷ୍ଠାନରୁ ଲାଭ, କର୍ମକ୍ଷେତ୍ରେ ସାମାନ୍ୟ ପ୍ରଶଂସା, ବିଶିଷ୍ଠ କାର୍ଯ୍ୟରେ େଯାଗଦାନ, ଶୁଭଖବର, ଶରୀର ସୁସ୍ଥ, ଶତ୍ରୁସମସା,   ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ପେଟବ୍ୟଥା, କର୍ମକ୍ଷେତ୍ରେ ପରିଶ୍ରମ, ପାରିବାରିକ ସୁଖ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ସୁସମାଚାର, ବ୍ୟବସାୟରେ ଲାଭ, ଭ୍ରାତୃସ୍ନେହ, ଶତ୍ରୁସମସ୍ୟ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ସବୁଜ, ସଂଖ୍ୟା-,  ଆରାଧନା-ବିଷ୍ଣୁ ଭଗବାନ

କର୍କଟ: ଅପମାନଯୋଗ,  ହେବାକାର୍ଯ୍ୟରେ ବାଧା, ଦୂରଯାତ୍ରା, ବନ୍ଧୁଲାଭ, ସନ୍ତାନଲାଭ, ଦାମ୍ପତ୍ୟକଳହ, ପ୍ରଦ୍ୟଲାଭ,  ସମ୍ପତ୍ତିବିବାଦ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ମାଭଗବତୀ

ସିଂହ: ଶରୀର ଅସୁସ୍ଥ, ଶୁଭଖବର, ମାନସିକଶାନ୍ତି, ଶତ୍ରୁସମସ୍ୟା ଦୂର, ବ୍ୟବସାୟରେ ଉନ୍ନତି, କିଛି କ୍ରୟବିକ୍ରୟ, ପାରିବାରିକ ଶାନ୍ତି, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ଜଗନ୍ନାଥ

କନ୍ୟା: ଲୋକସମ୍ପର୍କବୃଦ୍ଧି, ବ୍ୟବସାୟରେ ଲାଭ, ମାନସିକ ଶାନ୍ତି, ବନ୍ଧୁଗୃହେ ଯାତ୍ରା, ଦାମ୍ପତ୍ୟଖୁସି,  ସମସ୍ୟା ସମାଧାନ, ସ୍ବାଦିଷ୍ଠ ଭୋଜନ,  ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-, ଆରାଧନା-ମାଦକ୍ଷିଣକାଳୀ

ତୁଳା: ନୁତନ କର୍ମେ ଖୁସି, ଶୁଭଖବର, ଅଯଥାଖର୍ଚ୍ଚ, ଅାର୍ଥିକଲାଭ, ଦୂରଯାତ୍ରା ସଫଳ, ଅଜଣା ବ୍ୟକ୍ତି ସହଯୋଗ, ପାରିବାରିକ ଖୁସି, େଦବଦର୍ଶନ, ଉତ୍ସବକୁ ନେଇ ଆଲୋଚନା, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

ବିଛା: ବନ୍ଧୁମନାନ୍ତର, କିଛି କାର୍ଯ୍ୟରେ ବିଳମ୍ବ, ଅଯଥାଖର୍ଚ୍ଚ, ଅାର୍ଥିକଲାଭ, ଦୂରଯାତ୍ରା ସଫଳ, ଅଜଣା ବ୍ୟକ୍ତି ସହଯୋଗ, ପାରିବାରିକ ଖୁସି, ଦେବଦର୍ଶନ,  ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-,  ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ:    ଅର୍ଥଲାଭ, ସମସ୍ୟା ସମାଧାନ, ପାରିବାରିକ ଖୁସି, ଦୂରଯାତ୍ରା ସଫଳ, ଶୁଭ ଆଲୋଚନା, ସନ୍ତାନଲାଭ, ଶରୀର ସୁସ୍ଥ, କର୍ମକ୍ଷେତ୍ରେ ପ୍ରଶଂସା, ବନ୍ଧୁଲାଭ, ପୂର୍ବାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୧୦, ଆରାଧନା-ମାେକାଚିଳାଇ

ମକର: ଶୁଭଖବର, ଗୃହେ ସାହାଯ୍ୟ, ଲୋକସମ୍ପର୍କରେ ବାଧ, ଯାତ୍ରାରେ କଷ୍ଟ, ବନ୍ଧୁସହଯୋଗ, ସ୍ବଜନେ ବିରୋଧ, ସନ୍ତାନଖୁସି, ବ୍ୟବସାୟରେ ସାମାନ୍ୟ ଲାଭ, କିଛିଦ୍ରବ୍ୟ କ୍ରୟ, ଶ୍ରବଣା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-,  ଆରାଧନା-ମାକୁତାମଚଣ୍ଡୀ

କୁମ୍ଭ:   ବନ୍ଧୁସହଯୋଗ, ମାନସିକ ଶାନ୍ତି, ସମସ୍ୟା ସମାଧାନ, କିଛି କାର୍ଯ୍ୟରେ ବିଳମ୍ବ, ଶତ୍ରୁ ପରାଜିତ, ଅର୍ଥଲାଭ, ଶୁଭଖବର, ଦାମ୍ପତ୍ୟଖୁସି, ଅର୍ଥଲାଭ, ଯାତ୍ରା ଶୁଭ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ଶଙ୍କର ଭଗବାନ

ମୀନ: ଯାତ୍ରାରେ ସତର୍କ, ଶରୀର ଅସୁସ୍ଥ, ବନ୍ଧୁ ସହଯୋଗ, ଦ୍ରବ୍ୟକ୍ରୟ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ସନ୍ତାନଲାଭ, ସୁମିଷ୍ଠ ଭୋଜନ, ବିଶିଷ୍ଠ କାର୍ଯ୍ୟରେ ଲାଭ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାବଗଳାମୁଖୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।