୧୫.୭.୨୦୨୬, ବୁଧବାର
ମେଷ: କାର୍ଯ୍ୟରେ ଖୁସି, ଅର୍ଥଲାଭ, ଦୂରଯାତ୍ରା, ମାନସିକ ଶାନ୍ତି, ବନ୍ଧୁଲାଭ, ବ୍ୟବସାୟରେ ଲାଭ, ସନ୍ତାନଖୁସି, ଶତ୍ରୁ ପରାଜିତ, ବନ୍ଧୁମିଳନ, ଦ୍ବିଜା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୭, ଆରାଧନା-ପ୍ରଭୁ ହନୁମାନ
ବୃଷ: ଖୁସିମିଳିବ, କର୍ମକ୍ଷେତ୍ରେ ଶାନ୍ତି, ଅନୁଷ୍ଠାନରୁ ଲାଭ, ସ୍ବାଦିଷ୍ଠଭୋଜନ, ନୂତନ କାର୍ଯ୍ୟରେ ଯୋଗଦାନ, ଶତ୍ରୁସମସ୍ୟା, ଲୋକସମ୍ପର୍କବୃଦ୍ଧି, ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ମା’ ମହାଲକ୍ଷ୍ମୀ
ମିଥୁନ: ବ୍ୟବସାୟରେ ଲାଭ, ଅର୍ଥଲାଭ, ପାରିବାରିକ ଶାନ୍ତି, ଶତ୍ରୁସମସ୍ୟା, ନୂତନ କର୍ମଆରମ୍ଭ, ବନ୍ଧୁସମସ୍ୟା, ସମ୍ପତ୍ତିଲାଭ, ବିଶିଷ୍ଠ ବ୍ୟକ୍ତିସହଯୋଗ, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନାଲି, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
କର୍କଟ: ସମ୍ମାନଲାଭ, ବ୍ୟବସାୟରେ ଲାଭ, େଲାକସମ୍ପର୍କ ବୃଦ୍ଧି, ବ୍ୟକ୍ତିସହାୟତା, ପାରିବାରିକ ଖୁସି, ଶତ୍ରୁ ପରାଜିତ, ଅର୍ଥସୁଖ, ପୂଜାରେ ଅାନନ୍ଦ, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ଲକ୍ଷ୍ମୀନାରାୟଣ
ସିଂହ: ସନ୍ତାନଖୁସି, କର୍ମେ ଅଶାନ୍ତି, ବ୍ୟବସାୟରେ ଲାଭ, ଲୋକସମ୍ପର୍କ ବୃଦ୍ଧି, ଶୁଭ ଅାଲୋଚନା, ଗୃହେ ଉତ୍ସବ, ଦ୍ରବ୍ୟଲାଭ, ଅଯଥା ବିବାଦ, ପୂର୍ବାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ମା’ ଭଗବତୀ
କନ୍ୟା: ପାରିବାରିକ ଖୁସି, ଦ୍ରବ୍ୟଲାଭ, ବ୍ୟକ୍ତିସାହାଯ୍ୟ, ଶୁଭଖବର, ସାମାନ୍ୟ ଅର୍ଥଚିନ୍ତା, ଶତ୍ରୁସମସ୍ୟା, ଶତ୍ରୁସମସ୍ୟା, ସନ୍ତାନଲାଭ, ବ୍ୟବସାୟରେ କଷ୍ଟ, ଦୂରଯାତ୍ରାରେ ସତର୍କ, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୫, ଆରାଧନା-ମା’ ଗ୍ରାମଦେବତୀ
ତୁଳା: ମାନସିକ କଷ୍ଟ, ହେବାକାର୍ଯ୍ୟ ବିଳମ୍ବ, ଅର୍ଥସମସ୍ୟା, ବନ୍ଧୁସାହାଯ୍ୟ, ନୂତନ କର୍ମଆରମ୍ଭ, ପାରିବାରିକ ସାହାଯ୍ୟ, ଦାମ୍ପତ୍ୟକଳହ, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୪, ଆରାଧନା-ପ୍ରଭୁ ହନୁମାନ
ବିଛା: ଅଯଥା ବିବାଦ, ଅର୍ଥକୁ ନେଇ କଳହ, କର୍ମକ୍ଷେତ୍ରେ ଶାନ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ଶୁଭଖବର, ବ୍ୟବସାୟରେ ସନ୍ତୁଷ୍ଟ, ସନ୍ତାନଖୁସି, ଦାମ୍ପତ୍ୟଖୁସି, ଦୂରଯାତ୍ରା ସଫଳ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୮, ଆରାଧନା-ଭଗବାନ ବିଷ୍ଣୁ
ଧନୁ: ନୂତନ କର୍ମନିଯୁକ୍ତି, ପାରିବାରିକ ବିରୋଧ, ସନ୍ତାନସମସ୍ୟା, ଅର୍ଥଚିନ୍ତା, ସମ୍ପତ୍ତିବିବାଦ, ଦୂରଯାତ୍ରାରେ ସତର୍କ, ଭାତ୍ରୁ ବିବାଦ, ଦ୍ରବ୍ୟଲାଭ, ବନ୍ଧୁସାହାଯ୍ୟ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-୪, ଆରାଧନା-ମା’ ଗୌରୀ
ମକର: ସନ୍ତାନଲାଭ, ଶୁଭଖବର, ବ୍ୟବସାୟରେ ଉନ୍ନତି, ସମ୍ପର୍କବୃଦ୍ଧି, ଦୂରଯାତ୍ରା ସଫଳ, ନୂତନ ବନ୍ଧୁଲାଭ, ସମ୍ପତ୍ତିଲାଭ, ଦେବକାର୍ଯ୍ୟେ ସନ୍ତୁଷ୍ଟ, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ମା’ ଦକ୍ଷିଣକାଳୀ
କୁମ୍ଭ: ଆୟବୃଦ୍ଧି, ଗୃହେ ଶାନ୍ତି, ଶୁଭ ଅାଲୋଚନା, ଅଯଥା ଚିନ୍ତା, ଶରୀର ସୁସ୍ଥ, ଭ୍ରମଣଯୋଗ, ବନ୍ଧୁସହଯୋଗ, ପାରିବାରିକ ସାହାଯ୍ୟ, ନୂତନ କର୍ମଆରମ୍ଭ, ପୂର୍ବଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୯, ଆରାଧନା-ଶଙ୍କର ଭଗବାନ
ମୀନ: ଦୂରଯାତ୍ରା ସଫଳ, ଦେବଦର୍ଶନ, ଦ୍ରବ୍ୟକ୍ରୟ, ସମ୍ପତ୍ତିଲାଭ, ବନ୍ଧୁଲାଭ, ସମ୍ମାନବୃଦ୍ଧି, ନୂତନ କର୍ମଆରମ୍ଭ, ଶରୀର ସୁସ୍ଥ, ଶତ୍ରୁ ପରାଜିତ, ରେବତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୧୨, ଆରାଧନା-ପ୍ରଭୁ ଜଗନ୍ନାଥ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।