ସାଂସଦ ମାନସ ମଙ୍ଗରାଜଙ୍କ ଦାବି : ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କର….

Sep 22, 2026 - 20:35
ସାଂସଦ ମାନସ ମଙ୍ଗରାଜଙ୍କ ଦାବି : ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କର….

ଭୁବନେଶ୍ବର : ଏସଆଇଆର ପ୍ରକ୍ରିୟାରେ ଭୋଟର ତାଲିକାରୁ ୨୦ ଲକ୍ଷ ନାମ କଟିବା ପ୍ରସଙ୍ଗ। ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜଙ୍କ ଦାବି। ଅସାବଧାନତାରୁ କୌଣସି ଭୋଟରଙ୍କ ନାମ କଟିନାହିଁ ତ ? ବାଦ୍ ପଡ଼ିଥିବା ନାମଗୁଡ଼ିକୁ ଅନଲାଇନରେ ଉପଲବ୍ଧ କରଇବାକୁ ଦାବି କରିଛନ୍ତି ମାନସ। ଏହାସହ ନିର୍ବାଚନମଣ୍ଡଳୀ ଅନୁଯାୟୀ ନାମ ଉପଲବ୍ଧ କରାଇବାକୁ ଦାବି କରିଛନ୍ତି ମାନସ। ଓଡ଼ିଶା ନିର୍ବାଚନ ଅଧିକାରୀ ଏବଂ ନିର୍ବାଚନ କମିଶନଙ୍କ ନିକଟରେ ସେ ଦାବି କରିଛନ୍ତି। କେବଳ ଅଯୋଗ୍ୟ ନାମ କଟିଥିବା ECI ନିଶ୍ଚିତ କରାଇବା ସହ ତାଲିକାରେ ଯୋଗ୍ୟ ଭୋଟରଙ୍କ ନାମ ଉପଲବ୍ଧ କରିବାକୁ ଦାବି କରିଛନ୍ତି ମାନସ ମଙ୍ଗରାଜ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ nandighosha-tv-ନନ୍ଦିଘୋଷ-ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

Odisha Press & Media

Odisha Press & Media

Learn Data Science & Analytics at IAIAC.IN

Learn in-demand data skills with hands-on projects and mentor support.

e.g. alex@company.com
Tell us about your goals (optional)