ଲଗାଣ ବର୍ଷାରେ ଝରିଗାଁ ବେହାଲ
ଦୀର୍ଘ ବର୍ଷ ତଳେ ସୁରୁମୁଣ୍ଡା ଗ୍ରାମ ଠାରୁ ପାର୍ଲିଆଗୁଡ଼ା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ କଲଭଟ ନିର୍ମାଣ ହୋଇଥିଲା। ପ୍ରବଳ ବର୍ଷା ପାଣି ଯୋଗୁଁ ଆଜି ସନ୍ଧ୍ୟା ୫ ଘଣ୍ଟା ସମୟରେ କଲଭେଟର ଛାତ ଦବି ଯାଇଛି। ଫଳରେ ରାସ୍ତା ଉପରେ ବର୍ଷା ପାଣି ପ୍ରଭାବିତ ହେଉଛି। ଏକ ମାତ୍ର ରାସ୍ତା ପାର୍ଲିଆଗୁଡ଼ା ଗ୍ରାମକୁ ଥିବା ବେଳେ ବର୍ତ୍ତମାନ ଯାତାୟତରେ ସମସ୍ୟା ଦେଖା ଦେଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।

