ଲକ୍ଷ୍ମୀ ପୁରାଣ କରିଡର

Jul 02, 2026 - 22:29
ଲକ୍ଷ୍ମୀ ପୁରାଣ କରିଡର
Gallery

ଲକ୍ଷ୍ମୀ ପୁରାଣ କରିଡର

ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଗୁରୁବାର ଦିନ କହିଛନ୍ତି, ବଳରାମ ଦାସଙ୍କ ସମାଧି ପୀଠ ଠାରେ ‘ଲକ୍ଷ୍ମୀ ପୁରାଣ କରିଡର’ ନିର୍ମାଣ ହେବ। ଏହା ଦ୍ବାରା ଓଡ଼ିଶାର ଶକ୍ତି, ସଂସ୍କୃତି ଓ ପରମ୍ପରାର ଦର୍ଶନ ବାବଦରେ ବିଶ୍ୱବାସୀ ପରିଚିତ ହେବେ। ମିସନ ଶକ୍ତି ଭବନସ୍ଥିତ ଅଡିଟୋରିଅମ୍‌ ହଲ୍‌ରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ‘ଶକ୍ତି ବନ୍ଦନାର ମହାଗାଥା - ବଳରାମ ଦାସଙ୍କ ଲକ୍ଷ୍ମୀ ପୁରାଣ’ ଶୀର୍ଷକ ଏକ ଜାତୀୟ ଆଲୋଚନାଚକ୍ରରେ ଉପମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

 ଲକ୍ଷ୍ମୀ ପୁରାଣ କରିଡର
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ