ଜିଆରୁ ବନାନ୍ତୁ ଜୈବିକ ସାର
ବଢୁଛି ରାସାୟନିକ ସାରର ବ୍ୟବହାର।
ଚାଷୀମାନେ ଚଢା ଦରରେ ସାର କିଣୁଛନ୍ତି।
ଆଉ ଚାଷ ଭଲରେ ହେବ ପାଇଁ ଭରପୂର ମାତ୍ରାରେ ବ୍ୟବହାର କରୁଛନ୍ତି।
କିନ୍ତୁ ମାତ୍ର କିଛି ଶ୍ରମ ବ୍ୟୟରେ ଘରେ ତିଆରି କରିହେବ କମ୍ପୋଷ୍ଟ ଖତ ବା ଜିଆ ଖତ।
ଯାହା ଚାଷ କ୍ଷେତ୍ରରେ ବେଶ ଉପଯୋଗ ହେବା ସହ ଭଲ ଫସଲ ହେବାରେ ମଧ୍ୟ ସାହାଯ୍ୟ କରିବ ।
ତେବେ କ'ଣ ଏହି କମ୍ପୋଷ୍ଟ ଖତ?
କେମିତି ପ୍ରସ୍ତୁତ କରିବେ ଏହି ସାର?
ଆସନ୍ତୁ ଜାଣିବା।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ sambad-ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।
