ଗୌରାଙ୍ଗଙ୍କୁ ଆକ୍ରମଣ, ଅପହରଣ ଘଟଣାରେ ପୋଲିସର ହାତ ଖାଲି: ଗାଁରେ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍‌

Jun 03, 2026 - 02:40

ଆଳି ମହାଦେଇପାଟଣା ଗ୍ରାମରେ ପହଁଚି ସାଇଣ୍ଟିଫିକ ଓ ଏସ ପି ଙ୍କ ତଦନ୍ତ

ଆଳି, ୨।୬ (ବନମାଳୀ ସେନାପତି ):  କେନ୍ଦ୍ରାପଡ଼ା ଜିଲା  ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣା ଗ୍ରାମର ଗୌରାଙ୍ଗ ସେଠୀଙ୍କୁ ଆକ୍ରମଣ ସହିତ ଅପହରଣ ଘଟଣାରେ ୬ ଦିନ ପରେ ବି ପୋଲିସର ହାତ ଖାଲି। ମଙ୍ଗଳବାର  ମହାଦେଇପାଟଣା କେନ୍ଦ୍ରାପଡ଼ା ଏସ ପି ଦାୟିତ୍ୱରେ ଥିବା ଜଗତସିଂହପୁର ଏସପି ଅଙ୍କିତ ବର୍ମା ପହଞ୍ଚି ତଦନ୍ତ କରିବା ସହ ସାଇଣ୍ଟିଫିକ ଟିମ ମଧ୍ୟ ତଦନ୍ତ ଆରମ୍ଭ କରିଛି। ଅପହରଣରେ ବ୍ୟବହୃତ ବୋଲେରୋ ଜବତ ହୋଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ଚି଼ହ୍ନଟ କରାଯାଇଥିବା ବେଳେ ଖୁବ ଶୀଘ୍ର ସେମାନଙ୍କୁ ଧରାଯିବ ବୋଲି ଏସପି ସୂଚନା ଦେଇଛନ୍ତି ।

The post ଗୌରାଙ୍ଗଙ୍କୁ ଆକ୍ରମଣ, ଅପହରଣ ଘଟଣାରେ ପୋଲିସର ହାତ ଖାଲି: ଗାଁରେ ପହଞ୍ଚିଲା ସାଇଣ୍ଟିଫିକ୍‌ ଟିମ୍‌ appeared first on Dharitri Odia News.

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।