ଆରେ ୟାର୍‌ ପାପା..

Aug 01, 2026 - 10:59
ଆରେ ୟାର୍‌ ପାପା..

ଆଜିର ପିଲା ଅର୍ଥାତ୍‌ ଜେନ୍‌ ଜି... ଜେନ୍‌ ଜି ପିଢିଙ୍କ କଥା ପୁରା ନିଆରା । ରୋକ୍‌ ଠୋକ୍‌ ଶୁଣାଉଛନ୍ତି.. ରୋକଠୋକ କହୁଛନ୍ତି । ନାହିଁ ଡ଼ର ନାହଁ ଭୟ । ବାପା ଡାକ ଛାଡିଲେ ଜେନ୍‌ ଜି କହୁଛି ଆରେ ଡାଡି.. ଆରେ ୟାର୍‌ ପାପା.. ସତରେ ଆରେ ପାପା ଆଉ ଆଜ୍ଞା ବାପା.. ଭିତରେ କେତେ ଫରକ୍‌ ନା । 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।