୩୦.୭.୨୦୨୬, ଗୁରୁବାର
ମେଷ: ବିଭିନ୍ନ କ୍ଷେତ୍ର ଦର୍ଶନ, ସୁସମ୍ବାଦ, କାର୍ଯ୍ୟରେ ଶାନ୍ତି, େଦବଦର୍ଶନ, ବାଣିଜ୍ୟରେ ସ୍ବଳ୍ପ ଲାଭ, ଅଯଥା ଅଶାନ୍ତି, ଅନୁଷ୍ଠାନରୁ ଲାଭ, କର୍ମେ ପ୍ରଶଂସା, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-କମଳା, ସଂଖ୍ୟା-୮, ଆରାଧନା-ମହାଲକ୍ଷ୍ମୀ
ବୃଷ: ପୂର୍ବକାର୍ଯ୍ୟ ପାଇଁ ଅନୁତପ୍ତ, ଶରୀର ସୁସ୍ଥ, ବିଶିଷ୍ଠ ବ୍ୟକ୍ତିଙ୍କ ସାହାଯ୍ୟ, େଲାକସମ୍ପର୍କ ବୃଦ୍ଧି, ନୂତନ ବ୍ୟବସାୟ ଅାରମ୍ଭ, କିଛିକାର୍ଯ୍ୟରେ ଖୁସି, ସନ୍ତାନଖୁସି, କୃତ୍ତିକା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୬, ଆରାଧନା-ପ୍ରଭୁ ନାଗେଶ୍ବର ମହାଦେବ
ମିଥୁନ: ଲୋକସମ୍ପର୍କରେ ଉନ୍ନତି, ପାରିବାରିକ ଖୁସି, ଶୁଭକାର୍ଯ୍ୟରେ ଧନବ୍ୟୟ, ଦାମ୍ପତ୍ୟଖୁସି, ସ୍ବଜନ ବିରୋଧ, ଆୟ ମଧ୍ୟମ, ଯାନବାହନେ ସତର୍କ, ମୃଗଶିରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ପିଙ୍କ, ସଂଖ୍ୟା-୭, ଆରାଧନା-ପ୍ରଭୁ ବଜରଙ୍ଗବାଲୀ
କର୍କଟ: ଖୁସିଖବର, ଶରୀର ସୁସ୍ଥ, ବ୍ୟବସାୟରେ ଉନ୍ନତି, ଶୁଭଆଲୋଚନା, ଦୂରଯାତ୍ରା ସଫଳ, ଦ୍ରବ୍ୟଲାଭ, ସମ୍ପତ୍ତିଲାଭ, ମାନସିକଶାନ୍ତି, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-୯, ଆରାଧନା-ଭଗବାନ ବାସୁଦେବ
ସିଂହ: ମାନସିକଶାନ୍ତି, ଆଣ୍ଠୁସମସ୍ୟାରୁ ମୁକ୍ତି, ଖୁସିଖବର, ଦେବକାର୍ଯ୍ୟରେ ଶାନ୍ତି, ଦ୍ରବ୍ୟପ୍ରାପ୍ତି, ଋଣପରିଶୋଧ, ନୂତନ ଚୁକ୍ତି ସମ୍ପାଦନ, ଦାମ୍ପତ୍ୟଖୁସି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ ଭଗବତୀ
କନ୍ୟା: ଅର୍ଥଲାଭ, କିଛି କାର୍ଯ୍ୟରେ ସମସ୍ୟା, ଦୂରଯାତ୍ରା, ବ୍ୟବସାୟିକ ଚିନ୍ତା, ଶୁଭଖବର, ଚୁକ୍ତିସମ୍ପାଦନ େଲାକପ୍ରିୟତା ବୃଦ୍ଧି, ଦ୍ରବ୍ୟଲାଭ, ଶରୀର ସୁସ୍ଥ, ବନ୍ଧୁଦର୍ଶନ, ଉତ୍ତରାଫାଲଗୁନି ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସଫେଦ, ସଂଖ୍ୟା-୭, ଆରାଧନା-ଲକ୍ଷ୍ମୀନାରାୟଣ
ତୁଳା: ସମ୍ପର୍କରେ ବାଧା, ଆଳସ୍ୟଭାବ, ଗୃହେ ସହାୟତା, ଅର୍ଥଚିନ୍ତା, ସନ୍ତାନଲାଭ, ଉତ୍ସବକୁ ନେଇ ଦ୍ବନ୍ଦ୍ବ, ବାଣିଜ୍ୟରେ ସ୍ବଳ୍ପ ଲାଭ, ଅଯଥା ବିବାଦ, ଦୂରଯାତ୍ରାସଫଳ, ଚିତ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଇସତଲାଲ୍ , ସଂଖ୍ୟା-୮, ଆରାଧନା-ଶଙ୍କର ଭଗବାନ
ବିଛା: ସନ୍ତାନସମସ୍ୟା, ବିଶିଷ୍ଠ କାର୍ଯ୍ୟରେ ଅାନନ୍ଦ, ଅନୁଷ୍ଠାନରୁ ଲାଭ, ଦୂରଯାତ୍ରା ସଫଳ, ବିଦ୍ୟାରେ ସଫଳତା, ପିତୃସମସ୍ୟା, କିଛି କାର୍ଯ୍ୟରେ ବିବାଦ, ସମ୍ପତ୍ତିସମସ୍ୟା, ନୂତନ କାର୍ଯ୍ୟ ଅାରମ୍ଭ, ଅର୍ଥଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-
ହଳଦୀ, ସଂଖ୍ୟା-୬, ଆରାଧନା-ଭଗବାନ ବିଷ୍ଣୁ
ଧନୁ: ମାନସିକ ଶାନ୍ତି, କାର୍ଯ୍ୟ ସଫଳ, ଆଶାପୂର୍ଣ୍ଣ, ବନ୍ଧୁସହଯୋଗ, ନୂତନ କର୍ମଲାଭ, ଆର୍ଥିକଷ୍ଟ, ଶତ୍ରୁପରାଜିତ, ସନ୍ତାନଲାଭ, ବିଦ୍ୟାରେ ସଫଳତା, ସମ୍ପତ୍ତିଲାଭ, ଦୂରଯାତ୍ରାରେ ଲାଭ, ଉତ୍ତରାଷାଢ଼ା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-୧୦, ଆରାଧନା-ପ୍ରଭୁ ହନୁମାନ
ମକର: କାର୍ଯ୍ୟରେ ପ୍ରଶଂସା, ଅର୍ଥଲାଭ, ଶତ୍ରୁସମସ୍ୟା, ଯାତ୍ରାରେ କଷ୍ଟ, ହଠାତ ଲାଭ, ଗୁରୁଜନେ ପ୍ରଶଂସା, ବିଶିଷ୍ଠ କାର୍ଯ୍ୟରେ ଅଶାନ୍ତି, ବାଣିଜ୍ୟରେ ସ୍ବଳ୍ପ ଲାଭ, ବିଦ୍ୟାରେ ସଫଳତା, ଧନିଷ୍ଠା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ସବୁଜ, ସଂଖ୍ୟା-୮, ଆରାଧନା-ମା’ ଲକ୍ଷ୍ମୀ
କୁମ୍ଭ: ଧର୍ମକାର୍ଯ୍ୟରେ ଯୋଗ, ମାନସିକଶାନ୍ତି, ଦ୍ରବ୍ୟପ୍ରାପ୍ତି, ବିଶିଷ୍ଠ କାର୍ଯ୍ୟରେ ଲାଭ, ସମ୍ପତ୍ତିଲାଭ, ନୂତନ କାର୍ଯ୍ୟ ଅାରମ୍ଭ, ସମ୍ମାନବୃଦ୍ଧି, ଆଶା ସଫଳ, ଶରୀର ସୁସ୍ଥ, ଅର୍ଥସମସ୍ୟା ସମାଧାନ, ସନ୍ତାନଖୁସି, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-୧୧, ଆରାଧନା-ଭଗବାନ ଶଙ୍କର
ମୀନ: ଆର୍ଥିକଖୁସି, କିଛି ସମସ୍ୟା ସମାଧାନ, ଉଚ୍ଚଆଶାରେ କଷ୍ଟ, ଭ୍ରାତୃକଳହ, ବ୍ୟବସାୟିକ ଖୁସି, ଶରୀର ସୁସ୍ଥ, ଶୁଭଖବ, ବନ୍ଧୁଗୃହେ ଯାତ୍ରା, ପିଲାଙ୍କ ସଫଳତା, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-୮, ଆରାଧନା-ମା’ ଗୌରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।