୨୨.୭.୨୦୨୬, ବୁଧବାର

Jul 22, 2026 - 07:26
୨୨.୭.୨୦୨୬, ବୁଧବାର

 

ମେଷ: ମାନସିକ ଖୁସି, ବ୍ୟବସାୟରେ ସ୍ବଳ୍ପଲାଭ, ଦୂରଯାତ୍ରାରେ ସତର୍କ, ଶତ୍ରୁସମସ୍ୟାରୁ ମୁକ୍ତି, ପାରିବାରିକ ଖୁସି, ସ୍ବାସ୍ଥ୍ୟରେ ଉନ୍ନତି, ବିଶିଷ୍ଠ କାର୍ଯ୍ୟରେ ଅଶାନ୍ତି, ବନ୍ଧୁବିଦ୍ରୋହ, ଅନୁଷ୍ଠାନରୁ ଲାଭ, ଅଶ୍ବିନୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଗୋଲାପି, ସଂଖ୍ୟା-, ଆରାଧନା-ପ୍ରଭୁ ହନୁମାନ

ବୃଷ: ଦ୍ରବ୍ୟଲାଭ, ବାଣିଜ୍ୟରେ ଲାଭ, ଶୁଭଖବର, ଦାମ୍ପତ୍ୟସୁଖ, ଶତ୍ରୁ ପରାଜିତ, ଭ୍ରମଣସୁଖ, ଶରୀର ସୁସ୍ଥ, ବିଦ୍ବାନ ମିଳନ,  ରୋହିଣୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମହାଲକ୍ଷ୍ମୀ

ମିଥୁନ: ଶୁଭକାର୍ଯ୍ୟରେ ଧନବ୍ୟୟ, ପାରିବାରିକ ଖୁସି, ବିବାଦ ସମାଧାନ, ଶୁଭଖବର, ଶରୀର ସୁସ୍ଥ, ସ୍ବାଦିଷ୍ଠ େଭାଜନ, ଦୂରଯାତ୍ରା, ଶତ୍ରୁରେ ବିଜୟ, ବ୍ୟବସାୟରେ ଲାଭ, ଦାମ୍ପତ୍ୟଖୁସି,, ଆଦ୍ରା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ- ନାଲି, ସଂଖ୍ୟା-,  ଆରାଧନା-ଶଙ୍କର ଭଗବାନ

କର୍କଟ: ନୂତନ ନିଯୁକ୍ତି, ବ୍ୟବସାୟରେ ଲାଭ, ଶତ୍ରୁ ପରାଜିତ, ବିଶିଷ୍ଠ ବ୍ୟକ୍ତି ସାହାଯ୍ୟ, ଲୋକସମ୍ପର୍କବୃଦ୍ଧି, ପୂଜାରେ ଅାନନ୍ଦ, ସମ୍ମାନିତ, ବନ୍ଧୁଲାଭ, ବିଦ୍ୟାରେ ସଫଳତା, ପୁଷ୍ୟା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଆକାଶି, ସଂଖ୍ୟା-, ଆରାଧନା-ପିତାମାତାଙ୍କ େସବା

ସିଂହ: ଦୂରଯାତ୍ରା, ଲୋକସମ୍ପର୍କ ବୃଦ୍ଧି, ଶୁଭଖବର, ପାରିବାରିକ ଚିନ୍ତା, ହେବାକାର୍ଯ୍ୟ ବିଳମ୍ବ, ବିଶିଷ୍ଠ ବ୍ୟକ୍ତିସାହାଯ୍ୟ, ଶରୀର ସୁସ୍ଥ, ନୂତନ ବ୍ୟବସାୟ, ସମ୍ପତ୍ତିବିବାଦ, କର୍ମକ୍ଷେତ୍ରେ ଶାନ୍ତି, ମଘା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ଲକ୍ଷ୍ମୀନାରାୟଣ

କନ୍ୟା: ମାନସିକ ଶାନ୍ତି, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ନୂତନ ବାଣିଜ୍ୟରେ ଲାଭ, ଶତ୍ରୁ ପରାଜିତ, ଶରୀର ସୁସ୍ଥ, ଅନୁଷ୍ଠାନରୁ ଲାଭ, ଶୁଭଖବର, ସନ୍ତାନଲାଭ, ଦାମ୍ପତ୍ୟଖୁସି, ହସ୍ତା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ହଳଦୀ, ସଂଖ୍ୟା-, ଆରାଧନା-ମାଭଗବତୀ

ତୁଳା: ଶତ୍ରୁରେ ବିଜୟ, ନୂତନଲାଭ, ଶୁଭଖବର, ବ୍ୟବସାୟରେ ଉନ୍ନତି, ଶତ୍ରୁସମସ୍ୟା, ଶୁଭକାର୍ଯ୍ୟରେ ବିଳମ୍ବ, ଅନୁଷ୍ଠାନରୁ ଲାଭ, ଦାମ୍ପତ୍ୟଖୁସି, ସ୍ବାତୀ ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-୧୦, ଆରାଧନା-ଶଙ୍କର ଭଗବାନ

ବିଛା: ସମ୍ମାନବୃଦ୍ଧି, ଭୂସମ୍ପତ୍ତିଲାଭ, ଶୁଭଖବର, ନୂତନ ବ୍ୟବସାୟ, ବନ୍ଧୁଲାଭ, ଦ୍ରବ୍ୟଲାଭ, ଦାମ୍ପତ୍ୟଖୁସି, ଶରୀର ସୁସ୍ଥ, ବିଶିଷ୍ଠ କାର୍ଯ୍ୟରେ ଲାଭ, ଅନୁରାଧା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-,  ଆରାଧନା-ପ୍ରଭୁ ଜଗନ୍ନାଥ

ଧନୁ:   ଗୃହେ ଉତ୍ସବ, ଦେବକାର୍ଯ୍ୟରେ ସନ୍ତୁଷ୍ଟ, ଶୁଭକାର୍ଯ୍ୟରେ ଧନବ୍ୟୟ, ବନ୍ଧୁଲାଭ, ସନ୍ତାନସୁଖ, ଲୋକସମ୍ପର୍କରେ ଉନ୍ନତି, ସୁମିଷ୍ଠ ଭୋଜନ, ବନ୍ଧୁଗୃହକୁ ଯାତ୍ରା, ମୂଳା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ପ୍ରଭୁ ନୃସିଂହ

ମକର: ହସଖୁସି, ମାନସିକ ଶାନ୍ତି, ଅର୍ଥସମସ୍ୟା, ଦୂରଯାତ୍ରା ସଫଳ, ଶତ୍ରୁ ପରାଜିତ, ବ୍ୟବସାୟରେ ଲାଭ, ସମ୍ମାନପ୍ରାପ୍ତି, ସମ୍ପତ୍ତିଲାଭ, ଦାମ୍ପତ୍ୟଖୁସି, ବନ୍ଧୁଦର୍ଶନ, ଶ୍ରବଣା  ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ନୀଳ, ସଂଖ୍ୟା-, ଆରାଧନା-ପ୍ରଭୁ ରାଧାବହ୍ଲଭ

କୁମ୍ଭ:   ମାନସିକ ଶାନ୍ତି, ବ୍ୟବସାୟରେ ଲାଭ, ଶୁଭଖବର, ବନ୍ଧୁଗୃହକୁ ଯାତ୍ରା, ସମ୍ପତ୍ତିଲାଭ, ବ୍ୟକ୍ତିସାହାଯ୍ୟ, ଦୂରଯାତ୍ରା ସଫଳ, ଶରୀର ସୁସ୍ଥ, ସନ୍ତାନଲାଭ, ଶତଭିଷା ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ବାଇଗଣି, ସଂଖ୍ୟା-, ଆରାଧନା-ମାସରସ୍ବତୀ

ମୀନ: କର୍ମକ୍ଷେତ୍ରେ ଅଶାନ୍ତି, ହେବାକାର୍ଯ୍ୟ ବିଳମ୍ବ, ଦୂରଯାତ୍ରା, ବନ୍ଧୁସାହାଯ୍ୟ, ଅତିଥÒସତ୍କାର, ନୂତନ ବ୍ୟବସାୟ, ଦାମ୍ପତ୍ୟକଳହ, ହଠାତ୍ ଧନଲାଭ, ସନ୍ତାନସୁଖ, ଉତ୍ତରଭାଦ୍ର ନକ୍ଷତ୍ର ସତର୍କ ରୁହନ୍ତୁ, ଶୁଭରଙ୍ଗ-ଧଳା, ସଂଖ୍ୟା-, ଆରାଧନା-ମାଗୌରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।