୨୦ ବର୍ଷରେ ମିଳିବ ପେନସନ
ଏଣିକି ୨୫ ବର୍ଷ ନୁହେଁ, ୨୦ ବର୍ଷରେ ମିଳିବ ପେନସନ୍ । UPS ନିୟମ ବଦଳେଇଲେ ସରକାର । କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ବଡ ସୁବିଧା । ୟୁନିଫାଇଡ୍ ପେନ୍ସନ୍ ସ୍କିମ ନିୟମକୁ ବଦଳାଇଛନ୍ତି ସରକାର । ପୁରୁଣା ନିୟମ ଅନୁସାରେ ୨୫ ବର୍ଷ ଚାକିରି କରିବା ପରେ . ପେନସନ୍ ପାଉଥିଲେ କିନ୍ତୁ ନୂଆ ନିୟମ ଅନୁଯାୟୀ ୨୦ ବର୍ଷରେ ପେନସନ୍ ପାଇବାର ଅଧିକାର ମିଳିବ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.
Home