ହଠାତ୍ ମା ଲକ୍ଷ୍ମୀ ବସରୁ ଖସିଗଲା ଚକା, ମଝି ରାସ୍ତାରେ ଥରିଗଲା ବସ...ବଞ୍ଚାଅ ବଞ୍ଚାଅ କହି ଚିଲାଇଲେ ୭୦ ଯାତ୍ରୀ

ଭେଲୋରା ଛକରେ ଦୀର୍ଘ ବର୍ଷ ଧରି ଜାତୀୟ ରାଜପଥ କର୍ତ୍ତୁପକ୍ଷ ଅଣ୍ତର ବାଇପାସ ନିର୍ମାଣ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ବଡ ବଡ ସ୍ପିଡ୍ ବ୍ରେକର କରାଯାଇଛି, ଯାହା ଫଳରେ ପ୍ରତ୍ଯେକ ଦିନ ଦୁର୍ଘଟଣା ଘଟୁଛି କହିଛନ୍ତି ସ୍ଥାନୀୟ ବାସିନ୍ଧା

19 August 2025 09:30 PM IST

ଭେଲୋରା ଛକରେ ଦୀର୍ଘ ବର୍ଷ ଧରି ଜାତୀୟ ରାଜପଥ କର୍ତ୍ତୁପକ୍ଷ ଅଣ୍ତର ବାଇପାସ ନିର୍ମାଣ କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ବଡ ବଡ ସ୍ପିଡ୍ ବ୍ରେକର କରାଯାଇଛି, ଯାହା ଫଳରେ ପ୍ରତ୍ଯେକ ଦିନ ଦୁର୍ଘଟଣା ଘଟୁଛି କହିଛନ୍ତି ସ୍ଥାନୀୟ ବାସିନ୍ଧା

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.