ସୀତା ହରଣ ତୋରଣରେ ଚମକୁଛି ଭୁବନେଶ୍ୱର ସିଜୁଆ ଅଞ୍ଚଳ ! Ganesh Chaturthi2025 ,decoration theme

ଆସୁଛନ୍ତି ଗଣପତି, ସୀତା ହରଣ ତୋରଣରେ ଚମକୁଛି ଭୁବନେଶ୍ୱର ସିଜୁଆ ଅଞ୍ଚଳ !ରାଜଧାନୀ ଭୁବନେଶ୍ୱର ସିଜୁଆରେ ଚଳିତ ବର୍ଷ ସମାଜକୁ ଏକ ସୁନ୍ଦର ବାର୍ତା ପ୍ରଦାନ କରିବା ପାଈଁ ଯୁବକ ଜ୍ୟୋତି ଯୁବକ ସଙ୍ଘ ତରଫରୁ ଗଣେଶ ପୂଜା ପାଈଁ ତୋରଣ ମୁଖ୍ୟ ଆକର୍ଷଣ

24 August 2025 12:20 PM IST

ଆସୁଛନ୍ତି ଗଣପତି, ସୀତା ହରଣ ତୋରଣରେ ଚମକୁଛି ଭୁବନେଶ୍ୱର ସିଜୁଆ ଅଞ୍ଚଳ !ରାଜଧାନୀ ଭୁବନେଶ୍ୱର ସିଜୁଆରେ ଚଳିତ ବର୍ଷ ସମାଜକୁ ଏକ ସୁନ୍ଦର ବାର୍ତା ପ୍ରଦାନ କରିବା ପାଈଁ ଯୁବକ ଜ୍ୟୋତି ଯୁବକ ସଙ୍ଘ ତରଫରୁ ଗଣେଶ ପୂଜା ପାଈଁ ତୋରଣ ମୁଖ୍ୟ ଆକର୍ଷଣ

Disclaimer: This content has been automatically aggregated from ପ୍ରତିଦିନ ଟିଭି for informational purposes. To read the original article, please visit ପ୍ରତିଦିନ ଟିଭି.