ସାଧାରଣ ଲୋକେ ହଇରାଣ,ସାମୂହିକ ଛୁଟିରେ ଅମଲା କର୍ମଚାରୀ ! Amala Sangha holds statewide protest in Odisha
ସାଧାରଣ ଲୋକେ ହଇରାଣ,ସାମୂହିକ ଛୁଟିରେ ଅମଲା କର୍ମଚାରୀ ! ୯ଦଫା ଦାବୀ ପୂରଣ ଦାବୀରେ ରାଜ୍ୟରେ ଅମଲା ମାନେ ଓଡିଶା ରାଜ୍ଵସ ଅମଲା ସଙ୍ଘ ସୋମବାର ଠାରୁ ସମୂହ ଛୁଟିରେ ଯାଇଛନ୍ତି। ପୂର୍ବରୁ କଳା ବ୍ୟାଚ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରିଥିଲେ

Disclaimer: This content has been automatically aggregated from ପ୍ରତିଦିନ ଟିଭି for informational purposes. To read the original article, please visit ପ୍ରତିଦିନ ଟିଭି.
Home