ସରକାରୀ ମେଡିକାଲରେ ଛୁଆ ଜନ୍ମ ପାଇଁ ଭାଗବାଣ୍ଟି ମାଗୁଛନ୍ତି ଲାଞ୍ଚ !
ତୁରେକେଲା ବ୍ଲକ ଅଞ୍ଚଳର ଜଣେ ଗର୍ଭବତୀ ମହିଳାତାଙ୍କ ପ୍ରସବ ସମୟ ହେବାରୁ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ।ତେବେ ପ୍ରସବ ପାଇଁ ତାଙ୍କୁ ୧୮୦୦ ଶହ ଟଙ୍କା ଆଶା କର୍ମୀଙ୍କ ଜରିଆରେ ଲାଞ୍ଚ ମାଗିଥିଲେ ମେଡିକାଲ କର୍ମଚାରୀ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home