ସବୁ ପ୍ରୟାସ କଲୁ, ଶେଷରେ ଏଇ ବାଟ ଆପଣାଇଲୁ

ଆଜି ଗୁରୁଦିବସରେ ହାତରେ ଭୋଗଥାଳି ଧରି ମା ସମଲେଇଙ୍କ ପାଖରେ ଗୁହାରି କରିବାକୁ ଆସିଛନ୍ତି କିଛି ସରକାରୀ କର୍ମଚାରୀ। ଚାକିରି ନିୟମିତ କରିବା ପାଇଁ ସେମାନେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଆସନ୍ତୁ ସମ୍ୱଲପୁରରୁ ଦେଖିବା ରିପୋର୍ଟ #

05 September 2025 05:10 PM IST

ଆଜି ଗୁରୁଦିବସରେ ହାତରେ ଭୋଗଥାଳି ଧରି ମା ସମଲେଇଙ୍କ ପାଖରେ ଗୁହାରି କରିବାକୁ ଆସିଛନ୍ତି କିଛି ସରକାରୀ କର୍ମଚାରୀ। ଚାକିରି ନିୟମିତ କରିବା ପାଇଁ ସେମାନେ ଏଭଳି ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଆସନ୍ତୁ ସମ୍ୱଲପୁରରୁ ଦେଖିବା ରିପୋର୍ଟ #

Disclaimer: This content has been automatically aggregated from televison for informational purposes. To read the original article, please visit televison.