ଲଘୁଚାପ ବର୍ଷା ରେ ବେହାଲ କଟକ ସହର । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି ଲହଡି ମାରୁଛି । ଘରେ ପାଣି ଜମି ରହିଛି ।
Jul 10, 2026 - 20:05
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA BHASKAR - ଓଡ଼ିଶା ଭାସ୍କର ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।