ରାଶିଫଳ: ଶନିବାର, ଜାନୁଆରୀ ୧୦ ତାରିଖ – Daily Horoscope
ମେଷ ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟରେ ଟେନସନ୍ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ବନ୍ଧୁ ମିଳନରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବୃଷ ତୃତୀୟାଧିପ ଏକାଦଶଭାବକୁ ଦେଖୁଥିବାରୁ ଆବଶ୍ୟକ ସାହାଯ୍ୟ,ସହଯୋଗ ପାଇବାରେ କୌଣସି ଅସୁବିଧା ହେବନାହିଁ। ନିଜ ପରିସରର ଆନୁଷ୍ଠାନିକ କାମରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଯେ […] The post ରାଶିଫଳ: ଶନିବାର, ଜାନୁଆରୀ ୧୦ ତାରିଖ – Daily Horoscope appeared first on Dharitri Odia News.
ମେଷ ଆଜିର ଚନ୍ଦ୍ର ଷଷ୍ଠ ସ୍ଥାନରେ ରହିଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବାର ଆଶା ରହିଛି। ନିକଟ ସମ୍ପର୍କୀୟ ମାନଙ୍କ ସହଯୋଗରେ ଆନୁଷ୍ଠାନିକ କାମ ସମ୍ପନ୍ନ ହୋଇପାରିବ। ଶିଳ୍ପ, ବାଣିଜ୍ୟ,ବ୍ୟବସାୟରେ ଟେନସନ୍ ଲାଗି ରହିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ। ବନ୍ଧୁ ମିଳନରେ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବୃଷ ତୃତୀୟାଧିପ ଏକାଦଶଭାବକୁ ଦେଖୁଥିବାରୁ ଆବଶ୍ୟକ ସାହାଯ୍ୟ,ସହଯୋଗ ପାଇବାରେ କୌଣସି ଅସୁବିଧା ହେବନାହିଁ। ନିଜ ପରିସରର ଆନୁଷ୍ଠାନିକ କାମରେ ଆପଣଙ୍କ ଅପବ୍ୟୟର ସୀମା ଟପିଯାଇପାରେ। ଯେ […]
Disclaimer: This content has been automatically aggregated from dharitri for informational purposes. To read the original article, please visit dharitri.
Home

