ରାଧାମାଧବ ବସରେ ଶ୍ରମିକଙ୍କୁ ପୁରେଇ ନେଉଥିଲେ ଗୁଜୁରାଟ...ଅଧା ବାଟରେ ମାଡି ବସିଲା ପୋଲିସ

ଦାଦନ ଖଟିବାକୁ ମୟୂରଭଞ୍ଜରୁ ଗୁଜୁରାଟ ଚାଲାଣ ହେଉଥିଲେ ଶ୍ରମିକ | ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଖବର ପାଇଁ ବାରିପଦା ପାଲବଣୀ ଠାରେ ରାଧାମାଧବ ନାମକ ଏକ ଘୋରାଇ ବସ ରେ ପ୍ରାୟ ୩୦ ରୁ ୩୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। Odisha

13 August 2025 09:30 PM IST

ଦାଦନ ଖଟିବାକୁ ମୟୂରଭଞ୍ଜରୁ ଗୁଜୁରାଟ ଚାଲାଣ ହେଉଥିଲେ ଶ୍ରମିକ | ଘଟଣା ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ଖବର ପାଇଁ ବାରିପଦା ପାଲବଣୀ ଠାରେ ରାଧାମାଧବ ନାମକ ଏକ ଘୋରାଇ ବସ ରେ ପ୍ରାୟ ୩୦ ରୁ ୩୫ ଜଣ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। Odisha

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.