ରାଗରେ ବିଚ୍ ରାସ୍ତାରେ ଜିଦି କରି ଧାନ ପୋତିଲେ ଲୋକେ , ଛାନିଆରେ ଦୌଡିଲା ପ୍ରଶାସନ
ଆଣ୍ଠୁଏ ଆଣ୍ଠୁଏ କାଦୁଅ। ଯିବା ଆସିବା ଅସମ୍ଭବ। ଯାହାକୁ ନେଇ ଅଭିନ୍ୱ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ। ଏଭଳି ଚିତ୍ର ଆସିଛି କପ୍ତିପଦା ବ୍ଲକ ଜଡିଦା ପଞ୍ଚାୟତ ଭାଲୁହୁରୁଡ଼ା ଗ୍ରାମରୁ। ଏହି ଗ୍ରାମକୁ ଯିବାକୁ ହେଲେ ଅନେକ ଥର ଚିନ୍ତା କର

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home