ଯୁବକଙ୍କୁ ଘରୁ ଡାକି ନେଇ ମାରିଲେ ଗୁଳି ବେକରୁ ଛିଡେଇ ନେଲେ ଡାଇମଣ୍ଡ ହାର
ବଡବଜାର ଥାନା ଅନ୍ତର୍ଗତ ଉତ୍କଳ ସିନେମା ହଲ ଛକ ନିକଟ ଶାସ୍ତ୍ରୀନଗରରେ ଜଣେ ବ୍ୟକ୍ତିଙ୍କ ଉପରକୁ ଗୁଳି ମାଡ ହୋଇଛି | ପୂର୍ବ ଶତ୍ରୁତା ଓ ବ୍ୟବସାୟକୁ କେନ୍ଦ୍ର କରି ରୁନାଙ୍କୁ ଗୁଳି ମରା ଯାଇଥିବା ଜଣାପଡିଛି | ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧା

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home