ମୋବାଇଲକୁ ତଳେ ଫୋଫାଡି ସୁବର୍ଣ୍ଣରେଖା ନଦୀକୁ ଡେଇଁ ଥିଲେ ଯୁବକ , ବଞ୍ଚାଇ ଆଣିଲା ପୋଲିସ

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ବ୍ରିଜ ଉପରେ। କୁମୁଚିଆ ଗ୍ରାମର ଅଞ୍ଜନ ସିଂ ପାରିବାରିକ କଳହକୁ କେନ୍ଦ୍ର କରି ଆଜି ଅପରାହ୍ନ ୪ଟା ସମୟରେ ବ୍ରିଜ ଉପରେ ଦୁଇଟି ମୋବାଇଲ ଓ ଚାର୍ଜର ରଖି ଡେଇଁ ପଡ଼ିଥିବା ଅନୁମା

29 August 2025 02:10 PM IST

ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରାଇବଣିଆ ଥାନା ଗୁରୁଦାସପୁର ବ୍ରିଜ ଉପରେ। କୁମୁଚିଆ ଗ୍ରାମର ଅଞ୍ଜନ ସିଂ ପାରିବାରିକ କଳହକୁ କେନ୍ଦ୍ର କରି ଆଜି ଅପରାହ୍ନ ୪ଟା ସମୟରେ ବ୍ରିଜ ଉପରେ ଦୁଇଟି ମୋବାଇଲ ଓ ଚାର୍ଜର ରଖି ଡେଇଁ ପଡ଼ିଥିବା ଅନୁମା

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.