ମୁଣ୍ଡଳୀରେ ବଢ଼ୁଛି ବନ୍ୟାପାଣି

07 September 2025 07:35 PM IST
ମୁଣ୍ଡଳୀରେ ବଢ଼ୁଛି ବନ୍ୟାପାଣି

ହୀରାକୁଦରେ ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଏହା ଫଳରେ ତଳ ମୁଣ୍ଡରେ ଜଳ ଫୁଲିବାରେ ଲାଗିଛି । ମୁଣ୍ଡଳୀରେ ଜଳସ୍ତର ଏବେ ବଢିବାରେ ଲାଗିଛି ।

ହୀରାକୁଦରେ ଏବେ ମୋଟ ୧୨ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଏହା ଫଳରେ ତଳ ମୁଣ୍ଡରେ ଜଳ ଫୁଲିବାରେ ଲାଗିଛି । ମୁଣ୍ଡଳୀରେ ଜଳସ୍ତର ଏବେ ବଢିବାରେ ଲାଗିଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.