ମା-ରିଦେଇଥାନ୍ତେ ସାଥି ମାଓବାଦୀ, ସ୍ତ୍ରୀକୁ ଧରି ଥାନାକୁ ଦୌଡିଲା ମାଓ ନେତା, ମୁଣ୍ଡ ଉପରେ ଥିଲା ୨୨ଲକ୍ଷର ଇନାମ

ଆଣ୍ଟି ନକ୍ସଲ ଅପରେସନରେ ଛତିଶଗଡ ପୋଲିସକୁ ମିଳିଲା ବଡ ସଫଳତା । କୋଣ୍ଡାଗାଓ ଜିଲ୍ଲାରେ ୨୨ ଲକ୍ଷ ଇନାମୀ ମାଓ ଦମ୍ପତିଙ୍କ ସହ ୪ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ

20 August 2025 02:20 PM IST

ଆଣ୍ଟି ନକ୍ସଲ ଅପରେସନରେ ଛତିଶଗଡ ପୋଲିସକୁ ମିଳିଲା ବଡ ସଫଳତା । କୋଣ୍ଡାଗାଓ ଜିଲ୍ଲାରେ ୨୨ ଲକ୍ଷ ଇନାମୀ ମାଓ ଦମ୍ପତିଙ୍କ ସହ ୪ ଜଣ ହାଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ଲକ୍ଷ୍ମଣ କୋରାମ ଓରଫ ଜୁନୁ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.