ମହିଳାଙ୍କୁ ଆକ୍ରମଣ କରି ରାସ୍ତାକୁ ଫୋପାଡି ଦେଲା ଯୁବକ , ଘେରିଯାଇ ଆଣ୍ଠେଇଦେଲେ ଗାଁଲୋକେ

କୁଜଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ । ଦିନ ଦ୍ୱିପହରେ ମହିଳାଙ୍କ ଉପରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କୁଜଙ୍ଗ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କୁଜଙ୍ଗ ଥାନା ଅଞ୍ଚଳରେ ଏଭଳି ଘଟଣା ସମସ୍ତୁଙ୍କୁ ସ୍ତବ୍ଧ

12 August 2025 10:10 AM IST

କୁଜଙ୍ଗ ଅଞ୍ଚଳରେ ଚାଞ୍ଚଲ୍ୟ । ଦିନ ଦ୍ୱିପହରେ ମହିଳାଙ୍କ ଉପରେ ଆକ୍ରମଣ। ଗୁରୁତର ଅବସ୍ଥାରେ ମହିଳାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। କୁଜଙ୍ଗ ପୋଲିସ ଘଟଣାର ଛାନଭିନ ଆରମ୍ଭ କରିଛି । କୁଜଙ୍ଗ ଥାନା ଅଞ୍ଚଳରେ ଏଭଳି ଘଟଣା ସମସ୍ତୁଙ୍କୁ ସ୍ତବ୍ଧ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.