ମଶାରୀ ଭିତରେ ଆଠ ଫୁଟର ସାପ ...ଅଳ୍ପକେ ବର୍ତ୍ତି ଗଲା ଜୀବନ

ଗୋଟିଏ ସର୍ଯ୍ୟାରେ ସାପ ସହ ରାତି ସାରା ଶୋଇଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ରତାପୁର ଗାଁର ଡହିସାହିରେ। ତୁରନ୍ତ ସ୍ନେକ ହେଲ୍ପଲାଇନ ଖବର ଦିଆଯାଇଥିଲା । ଏହାପରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି

20 August 2025 10:00 AM IST

ଗୋଟିଏ ସର୍ଯ୍ୟାରେ ସାପ ସହ ରାତି ସାରା ଶୋଇଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ବଡସାହି ଥାନା ରତାପୁର ଗାଁର ଡହିସାହିରେ। ତୁରନ୍ତ ସ୍ନେକ ହେଲ୍ପଲାଇନ ଖବର ଦିଆଯାଇଥିଲା । ଏହାପରେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ି

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.