ମମତା ବାନାର୍ଜୀଙ୍କୁ ବଡ ଝଟକା, TMCରୁ ଇସ୍ତଫା ଦେଲେ ସାଂସଦ ସୁଖେନ୍ଦୁ ରୟ

Jun 13, 2026 - 17:48
ମମତା ବାନାର୍ଜୀଙ୍କୁ ବଡ ଝଟକା, TMCରୁ ଇସ୍ତଫା ଦେଲେ ସାଂସଦ ସୁଖେନ୍ଦୁ ରୟ
ମମତା ବାନାର୍ଜୀଙ୍କୁ ଜୋରଦାର ଝଟକା । ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ସାଂସଦ । ଦଳର ରାଜ୍ୟସଭା ସାଂସଦ ସୁଖେନ୍ଦୁ ଶେଖର ରୟ ଟିଏମସିରୁ ଇସ୍ତଫା ଦେଇଛନ୍ତି । ଏହାସହ ନିଜ ସଭ୍ୟ ପଦରୁ ମଧ୍ୟ ସେ ଇସ୍ତଫା ପ୍ରଦାନ କରିଥିବା ସୂଚନା ମିଳିଛି ।Big blow to Mamata Banerjee, MP Sukhendur Roy resigns from TMC

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।