ମନ୍ଦିର ଭିତରେ କରୁଥିଲେ ଖେଳ, ମାଡ଼ିବସିଲେ ଗାଁ ଲୋକେ, ଥାନାରେ ଟୋକା କହୁଛି ମୋ ପେଟ କଣ ହଉଚି ମୋତେ ଛାଡ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଠାରେ ଥିବା ରାଧାକୃଷ୍ଣ ମନ୍ଦିରରୁ ପିତଳ ମୂର୍ତ୍ତି ଚୋରି ହୋଇଥିବା ଘଟଣାରେ ବନ୍ଧା ହେଇଚି ଏ ଚୋର | ହିନ୍ଦୋଳ SDPO ସତ୍ୟ କୁମାର ନନ୍ଦ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କେଶ ରୁଜୁ କରିଛନ୍ତି Odisha

14 August 2025 06:00 PM IST

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ NAC ଠାରେ ଥିବା ରାଧାକୃଷ୍ଣ ମନ୍ଦିରରୁ ପିତଳ ମୂର୍ତ୍ତି ଚୋରି ହୋଇଥିବା ଘଟଣାରେ ବନ୍ଧା ହେଇଚି ଏ ଚୋର | ହିନ୍ଦୋଳ SDPO ସତ୍ୟ କୁମାର ନନ୍ଦ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି କେଶ ରୁଜୁ କରିଛନ୍ତି Odisha

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.