ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା, ଇସ୍ରାଏଲ ଉପରେ ରକେଟ ଆକ୍ରମଣ

Jun 13, 2026 - 17:48
ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା, ଇସ୍ରାଏଲ ଉପରେ ରକେଟ ଆକ୍ରମଣ
ମଧ୍ୟପ୍ରାଚ୍ୟରେ ପୁଣି ଯୁଦ୍ଧ ଉତ୍ତେଜନା । ଇସ୍ରାଏଲ ଉପରେ ରକେଟ ଆକ୍ରମଣ । ଗତକାଲି ରାତିରେ ଦୁଇ ପଟୁ ଇସ୍ରାଏଲ ଉପରେ ରକେଟ ବର୍ଷା । ଇରାନ୍ ଓ ଲେବନନର ହିଜବୁଲ୍ଲା ପକ୍ଷରୁ ଜୋରଦାର ଆକ୍ରମଣ । ଗୋଟିଏ ସମୟରେ ଏକାଧିକ ରକେଟ ମାଡ଼ ହୋଇଛି । War rages again in the Middle East, rocket attacks on Israel

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ Odia OneIndia ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।