13 JUNE 2026

Welcome!

Unlock your personalized experience.
Sign Up

ମଦ କିଣାକୁ ନେଇ ୨ ଗ୍ରାହକଙ୍କୁ ଆକ୍ରମଣ; ଦୋକାନୀ ଅଟକ

Jun 11, 2026 - 06:23
ମଦ କିଣାକୁ ନେଇ ୨ ଗ୍ରାହକଙ୍କୁ ଆକ୍ରମଣ; ଦୋକାନୀ ଅଟକ

ଭୁବନେଶ୍ବର,୧୦/୬ : ନବରଙ୍ଗପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମଦ କିଣାକୁ ନେଇ ଗଣ୍ଡଗୋଳ ହୋଇଛି । ୨ ଗ୍ରାହକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ମଦ ଦୋକାନୀକୁ ଅଟକ ରଖି ପୋଲିସର ପଚରାଉଚରା କରୁଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।