ମଣିଷ ଭୁଲି ଯାଇଛି ମାନବିକତା ପଶୁ ଭଳି କରୁଛି କାମ କିନ୍ତୁ କିଛି ଜଣଙ୍କ ଲାଗି ସମାଜରେ ବଞ୍ଚି ରହିଛି ମଣିଷ ପଣିଆ

ମଣିଷ ଭୁଲି ଯାଉଛି ନିଜର ମାନବିକତା। ଏକ ନିରୀହ ପଶୁ ଷଣ୍ଢର ପିଠି ଉପରେ ଥିବା ଚୁଳକୁ କଟୁରୀରେ ହା-ଣି ପକାଇଛି ମଣିଷ ରୁପି ରାକ୍ଷାସ। ବିଚରା ନିରୀହ ପଶୁଟି ଯନ୍ତ୍ରଣାରେ ଛଟ ପଟ ହୋଇ ଶୋଇ ରହୁଛି। କିଛି ସ୍ବେଛାସେବୀ ଷଣ୍ଢ ଟିକୁ ଉଦ୍ଧାର କରି ତା

23 August 2025 01:20 PM IST

ମଣିଷ ଭୁଲି ଯାଉଛି ନିଜର ମାନବିକତା। ଏକ ନିରୀହ ପଶୁ ଷଣ୍ଢର ପିଠି ଉପରେ ଥିବା ଚୁଳକୁ କଟୁରୀରେ ହା-ଣି ପକାଇଛି ମଣିଷ ରୁପି ରାକ୍ଷାସ। ବିଚରା ନିରୀହ ପଶୁଟି ଯନ୍ତ୍ରଣାରେ ଛଟ ପଟ ହୋଇ ଶୋଇ ରହୁଛି। କିଛି ସ୍ବେଛାସେବୀ ଷଣ୍ଢ ଟିକୁ ଉଦ୍ଧାର କରି ତା

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.