ମଣିଷ ନୁହେଁ ,ବିବାହ କଲେ ରୋବୋର୍ଟ

Jul 13, 2026 - 16:18
ମଣିଷ ନୁହେଁ ,ବିବାହ କଲେ ରୋବୋର୍ଟ

"ରୋବୋଟ୍ ମଣିଷ ଦ୍ୱାରା ନିର୍ମିତ ଏକ ଅତ୍ୟାଧୁନିକ ଯନ୍ତ୍ର।

ଯାହା ଆଜିର ସମୟରେ ବିଭିନ୍ନ ଜଟିଳ କାମକୁ ସହଜରେ କରିପାରୁଛି।

ଶିଳ୍ପ କ୍ଷେତ୍ରରୁ ଆରମ୍ଭ କରି ହସ୍ପିଟାଲ ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ରୋବୋଟ୍ କୁ ବ୍ୟବହାର କରାଯାଉଛି।

ମସ୍କୋରେ ପ୍ରଥମ ଥର ପାଇଁ ରବର୍ଟ ଏବଂ ମାଟିଲ୍ଡା ନାମକ ଦୁଇଟି ହ୍ୟୁମାନଏଡ୍ ରୋବୋର୍ଟ ବିବାହ କରିଛନ୍ତିI ଏମାନେ ବର ଏବଂ କନ୍ୟା ପରି ସଜହୋଇ ପରସ୍ପରକୁ ବ୍ରେସଲେଟ୍ ପିନ୍ଧାଇ ବିବାହ ବନ୍ଧରେ ଆବନ୍ଧ ହୋଇଛନ୍ତିI ସବୁଠାରୁ ବଡ଼ କଥା ଯେ ଏହି ବ୍ରେସଲେଟକୁ ରୋବୋଡଗ୍ ମଞ୍ଚକୁ ଆଣିଥିଲା ଯାହାକୁ ଦେଖି ଲୋକେ ଖୁବ୍ ଖୁସି ହୋଇଥିଲେI  Advertisment "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।