ଭିଡ଼ିଓ ହେଉଛି ଭାଇରାଲ, କୋଳରେ ବସାଇ ଏକାସାଙ୍ଗରେ ୮ ଛାତ୍ରୀଙ୍କୁ ଶିକ୍ଷକ କରୁଥିଲେ ଗେଲ...
ପାଠ ପଢ଼ାଇବା ବଦଳରେ ଛାତ୍ରୀଙ୍କ କରୁଥିଲେ ବ୍ୟାଡ଼ ଟଚ୍। ଜଣେ ନୁହେଁ ଏକା ସାଙ୍ଗରେ ଚେୟାରରେ ବସି କୋଳରେ ୮ ଜଣ ଛାତ୍ରୀଙ୍କୁ କରୁଥିଲେ ଗୋହ୍ଲ। ଯାହାକୁ ଦେଖି ଅଭିଭାବକ କିମ୍ବା ସ୍କୁଲର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀମାନେ ଦୁଢ଼ ନିନ୍ଦା କରିଥିଲେ।

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home