ଭତ୍ତା ପାଇଁ ହାତରେ ବାଡି ଧରି ବିଡିଓଙ୍କ ପାଖରେ ପହଞ୍ଚିଲେ ପାରାଲେସିସ୍ ପେସେଣ୍ଟ

#ଭତ୍ତା_ପାଇଁ_ବିଡିଓଙ୍କୁ_ଭେଟିଲେ_ପାରାଲେସିସ_ପେସେଣ୍ଟ ଆଧାର କାର୍ଡ ନାହିଁ ବୋଲି ମିଳିନି ବାର୍ଦ୍ଧକ୍ୟ ଭତ୍ତା l ବିଡ଼ିଓଙ୍କ ଦ୍ଵାରସ୍ଥ ହେଲେ ପାରାଲେସିସ୍ ପେସେଣ୍ଟ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ.

23 August 2025 09:20 AM IST

#ଭତ୍ତା_ପାଇଁ_ବିଡିଓଙ୍କୁ_ଭେଟିଲେ_ପାରାଲେସିସ_ପେସେଣ୍ଟ ଆଧାର କାର୍ଡ ନାହିଁ ବୋଲି ମିଳିନି ବାର୍ଦ୍ଧକ୍ୟ ଭତ୍ତା l ବିଡ଼ିଓଙ୍କ ଦ୍ଵାରସ୍ଥ ହେଲେ ପାରାଲେସିସ୍ ପେସେଣ୍ଟ l ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକରେ.

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.