ବ୍ରହ୍ମଣୀ ନଦୀରେ ଦିତୀୟ ପର୍ଯ୍ୟାୟ ବନ୍ୟା...ପାଣିରେ ଉବୁଟୁବୁ 14ପଞ୍ଚାୟତ
ବ୍ରାହ୍ମଣି ନଦୀରେ ବନ୍ୟା ଆସିବା ଫଳରେ ପଟ୍ଟାମୁଣ୍ଡାଇ ବ୍ଲକ ର 14 ଟି ପଂଚାୟତ ପାଣି ଘେରରେ ଅଛନ୍ତି। ଗତ କାଲି ରାତିରୁ ପାଣି ବଢ଼ୁଥିବା ବେଳେ ଲଗାଣ ବର୍ଷା ହେବାରୁ ଭୟଭୀତରେ ରହିଛନ୍ତି ପାଣିଘେରରେ ଥିବା ହଜାର ହଜାର ଲୋକେ। Odisha Bhaskar

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home