ବିଲ କୁ ଘାସ ବାଛିବାକୁ ଯାଇଥିଲେ, ବଡ ଯା ଆଗରେ ଜଳିଗଲା ସାନ ଯା...

#ବଜ୍ରାଘାତ_ନେଇଗଲା_ଜୀବନ ବଡ ଯା ଆଗରେ ଜଳିଗଲା ସାନ ଯା | ବଜ୍ରାଘାତ ନେଇଗଲା ଗୋଟେ ନିରୀହ ଜୀବନ | ବଡ ଯା ଗୁରୁତର ହେଇ ମେଡିକାଲ ରେ ପଡିଥିବା ବେଳେ ସାନ ଯା ପାଇଁ କାନ୍ଦୁଚି ପୁରା ଗାଁ ମୃତକ ଓ ଗୁରୁତର ଦୁହେଁ ଜଣକ ଅନୁଗୋଳ ଜିଲ୍ଲା ବାଗେଡିଆ

01 September 2025 08:30 AM IST

#ବଜ୍ରାଘାତ_ନେଇଗଲା_ଜୀବନ ବଡ ଯା ଆଗରେ ଜଳିଗଲା ସାନ ଯା | ବଜ୍ରାଘାତ ନେଇଗଲା ଗୋଟେ ନିରୀହ ଜୀବନ | ବଡ ଯା ଗୁରୁତର ହେଇ ମେଡିକାଲ ରେ ପଡିଥିବା ବେଳେ ସାନ ଯା ପାଇଁ କାନ୍ଦୁଚି ପୁରା ଗାଁ ମୃତକ ଓ ଗୁରୁତର ଦୁହେଁ ଜଣକ ଅନୁଗୋଳ ଜିଲ୍ଲା ବାଗେଡିଆ

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.