ବାଲେଶ୍ୱରରେ ଭୟଙ୍କର ବନ୍ୟା, ଭା-ସି-ଗଲେ ୩ ଯୁବକ ବଞ୍ଚାଇଦେଲା ଗଛ |
ଭାଗ୍ୟରେ ମୃତ୍ୟୁ ନଥିଲା ବୋଲି ଭିଷଣ ବନ୍ୟାରେ ଭାସି ଭାସି ଆସି ଗଛରେ ଲାଗିଛନ୍ତି। ମୃତ୍ୟୁ ମୁହଁରୁ ଫେରି ଆସିଛନ୍ତିି ଏହି ୩ ଜଣ। ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଗୋଗରାଇ ବ୍ଲକ ଗଛିଦା ସ୍ଲୁଇସ ଗେଟ ନିକଟରେ। Odisha

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home