ବାଃ ବାଃ ସେଫାଲିକା ଦିଦି

07 September 2025 03:50 AM IST
ବାଃ ବାଃ ସେଫାଲିକା ଦିଦି

କୁନି କୁନି ପିଲାଙ୍କ ସହ ନିଜେ ଛୁଆ ହୋଇଯାଇଛନ୍ତି ଶିକ୍ଷୟତ୍ରୀ। ତାଙ୍କ ସହ ଗୀତ ଗାଉଛନ୍ତି ଆଉ ଅଭିନୟ ମାଧ୍ୟମରେ ପଢ଼ାଉଛନ୍ତି ପାଠ। ସେଇଥି ପାଇଁ ତ ସେ ପିଲାଙ୍କ ଅତି ପ୍ରିୟ ।

କୁନି କୁନି ପିଲାଙ୍କ ସହ ନିଜେ ଛୁଆ ହୋଇଯାଇଛନ୍ତି ଶିକ୍ଷୟତ୍ରୀ। ତାଙ୍କ ସହ ଗୀତ ଗାଉଛନ୍ତି ଆଉ ଅଭିନୟ ମାଧ୍ୟମରେ ପଢ଼ାଉଛନ୍ତି ପାଠ। ସେଇଥି ପାଇଁ ତ ସେ ପିଲାଙ୍କ ଅତି ପ୍ରିୟ ।

Disclaimer: This content has been automatically aggregated from television for informational purposes. To read the original article, please visit television.