ବଳଙ୍ଗା ପରେ ଢେଙ୍କାନାଳରେ ପୁଣି ଜଣେ ଛାତ୍ରୀଙ୍କୁ ଉଠାଇ ନେଲେ ୧୦-୧୨ ଜଣ ଦୁର୍ବୃତ୍ତ ...

ଢେଙ୍କାନାଳ କାରିଗର ସାହି ର ଜଣେ ଛାତ୍ରୀ ୧୦ଟା ବେଳେ ସ୍କୁଲ ଯିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ କାର ଯୋଗେ ଅପହରଣକରି ନେଉଥିବା ବେଳେ ଝିଅଟି ପାଟି କରିବାରୁ ସାହିଲୋକ ଉଦ୍ଧାର କରିଚନ୍ତି ମାତ୍ର ଅପହରଣକାରିମାନେ ଫେରାର ହୋଇଯାଇଛନ୍ତି Odis

28 July 2025 10:30 PM IST

ଢେଙ୍କାନାଳ କାରିଗର ସାହି ର ଜଣେ ଛାତ୍ରୀ ୧୦ଟା ବେଳେ ସ୍କୁଲ ଯିବା ସମୟରେ କିଛି ଦୁବୃର୍ତ୍ତ ତାଙ୍କୁ କାର ଯୋଗେ ଅପହରଣକରି ନେଉଥିବା ବେଳେ ଝିଅଟି ପାଟି କରିବାରୁ ସାହିଲୋକ ଉଦ୍ଧାର କରିଚନ୍ତି ମାତ୍ର ଅପହରଣକାରିମାନେ ଫେରାର ହୋଇଯାଇଛନ୍ତି Odis

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.