ବର୍ଷାରେ ଭିଜି ରାସ୍ତା ଉପରେ ବହି ଖାତା ଧରି ପାଠ ପଢିଲେ ୧୩୦ ଛାତ୍ରଛାତ୍ରୀ...

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉଦଳାରେ,ବାଲେଶ୍ୱର ରାଜ୍ୟ ରାଜପଥର ଯଇଦା ଛକରେ । ପୁରଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୧୩୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼

02 September 2025 09:25 PM IST

ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଉଦଳାରେ,ବାଲେଶ୍ୱର ରାଜ୍ୟ ରାଜପଥର ଯଇଦା ଛକରେ । ପୁରଡିହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ଯେଉଁଥିରେ ୧୩୦ ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.