ଫାଳଫାଳ କରି କାଟିଦେଲେ ପାହାଡ଼,ମୋରୋମ ଆଳରେ ଲୁଟୁଛନ୍ତି ମୂଲ୍ୟବାନ ପଥର!Illegal Mining Operations In Jharsuguda

ଫାଳଫାଳ କରି କାଟିଦେଲେ ପାହାଡ଼,ମୋରୋମ ଆଳରେ ଲୁଟୁଛନ୍ତି ମୂଲ୍ୟବାନ ପଥର! ଦୁଇମାସର ବ୍ୟବଧାନ ପରେ ଝାରସୁଗୁଡ଼ାରେ ପୁଣି ମାତିଲେଣି ମାଟିମାଫିଆ ।ବଡ଼ ବଡ଼ ମୋରମ୍ ପାହାଡ଼ କାଟି ନେଉଛନ୍ତି ତାହା ପୁଣି ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର କିଛି କିମି ଦୂର

05 September 2025 02:05 PM IST

ଫାଳଫାଳ କରି କାଟିଦେଲେ ପାହାଡ଼,ମୋରୋମ ଆଳରେ ଲୁଟୁଛନ୍ତି ମୂଲ୍ୟବାନ ପଥର! ଦୁଇମାସର ବ୍ୟବଧାନ ପରେ ଝାରସୁଗୁଡ଼ାରେ ପୁଣି ମାତିଲେଣି ମାଟିମାଫିଆ ।ବଡ଼ ବଡ଼ ମୋରମ୍ ପାହାଡ଼ କାଟି ନେଉଛନ୍ତି ତାହା ପୁଣି ଜିଲ୍ଲା ମୁଖ୍ୟାଳୟଠାରୁ ମାତ୍ର କିଛି କିମି ଦୂର

Disclaimer: This content has been automatically aggregated from ପ୍ରତିଦିନ ଟିଭି for informational purposes. To read the original article, please visit ପ୍ରତିଦିନ ଟିଭି.