ପୁରୀରେ ଅନ୍ଧାରୀ ଚିକିତ୍ସା...ଲାଇନ ଚାଲିଗଲା, ଟର୍ଚ୍ଚ ଲାଇଟରେ ରୋଗୀ ଦେଖିଲେ ଡାକ୍ତର....
ଅନ୍ଧାରରେ ଚାଲିଛି ଜରୁରୀ ଚିକିତ୍ସା। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି ଏପରି ଅଭାବନୀୟ ଦୃଶ୍ୟ। ହଠାତ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କଟିଗଲା ଲାଇନ୍। କାଜୁଆଲିଟି ବିଭାଗରେ ଲାଗିଥିଲା ଲମ୍ବା ଲାଇନ୍। Odisha Bhaskar

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home