ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କଠୁ ଲୁଟି ନେଲେ ୫ହଜାର ୫୦୦ ଟଙ୍କା !Beggars loot tourists Money in Puri beach

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କଠୁ ଲୁଟି ନେଲେ ୫ହଜାର ୫୦୦ ଟଙ୍କା ! ଭଲକରି ଦେଖନ୍ତୁ ଏହି ଭାଇରାଲ ଭିଜୁଆଲକୁ। ତିନିଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ଉପଭୋଗ କରିବାକୁ ଆସିଥିବା ବେଳେ ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ।

06 September 2025 02:05 PM IST

ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କଠୁ ଲୁଟି ନେଲେ ୫ହଜାର ୫୦୦ ଟଙ୍କା ! ଭଲକରି ଦେଖନ୍ତୁ ଏହି ଭାଇରାଲ ଭିଜୁଆଲକୁ। ତିନିଜଣ ପର୍ଯ୍ୟଟକ ପୁରୀ ବେଳାଭୂମିକୁ ଉପଭୋଗ କରିବାକୁ ଆସିଥିବା ବେଳେ ସେମାନେ ଜଣେ ମହିଳାଙ୍କୁ ମଦ ଆଣିବାକୁ ଟଙ୍କା ଦେଇଥିଲେ।

Disclaimer: This content has been automatically aggregated from ପ୍ରତିଦିନ ଟିଭି for informational purposes. To read the original article, please visit ପ୍ରତିଦିନ ଟିଭି.