ପାଠ ପଢ଼ାଇଲେ ପୋଲିସ ବାବୁ

07 September 2025 03:50 AM IST
ପାଠ ପଢ଼ାଇଲେ ପୋଲିସ ବାବୁ

ଚାକିରୀ କରିଛନ୍ତି ପୋଲିସ, କିନ୍ତୁ ନିଶା ହେଲା ପାଠ ପଢ଼ାଇବା । ୯ବର୍ଷ ହେଲା ମଧ୍ୟପ୍ରଦେଶ ଇନ୍ଦୋରର ବସ୍ତି ଅଞ୍ଚଳରେ ପାଠ ପଢ଼ାଉଛନ୍ତି ସଂଜୟ ସନୱାରେ ନାମକ ଏହି ପୋଲିସ କନଷ୍ଟେବଳ । ଫ୍ରିରେ ବସ୍ତିର ଗରିବ ପିଲାଙ୍କୁ ପାଠ ପଢ଼ାଇ ସାଜିଛନ୍ତି ଉଦାହରଣ ।

Disclaimer: This content has been automatically aggregated from television for informational purposes. To read the original article, please visit television.