ନେପାଳ ହିଂସାରେ ଫସିଛି ପୁଅ ,ବୁଢ଼ୀ ମା ଆଖିରୁ ଶୁଖୁନି ଲୁହ ! Odia peoples from Kendrapara stranded in Nepal
ନେପାଳ ହିଂସା ରେ ଫସିଛି ପୁଅ ,ବୁଢ଼ୀ ମା ଆଖିରୁ ଶୁଖୁନି ଲୁହ ! ସୋସିଆଲ ମିଡ଼ିଆ ବ୍ୟାନ କୁ ନେଇ ନେପାଳ ରେ ଲାଗିରହିଛି ହିଂସା l ହିଂସା କାରୀ ମାନେ ଅନେକ ସରକାରୀ ବେସରକାରୀ ଅଫିସ ପୋଡା ଜଳା କରିଛନ୍ତି l ଲାଗିରହିଛି ରାଜନୈତିକ ଅସ୍ଥିରତା l
ନେପାଳ ହିଂସା ରେ ଫସିଛି ପୁଅ ,ବୁଢ଼ୀ ମା ଆଖିରୁ ଶୁଖୁନି ଲୁହ ! ସୋସିଆଲ ମିଡ଼ିଆ ବ୍ୟାନ କୁ ନେଇ ନେପାଳ ରେ ଲାଗିରହିଛି ହିଂସା l ହିଂସା କାରୀ ମାନେ ଅନେକ ସରକାରୀ ବେସରକାରୀ ଅଫିସ ପୋଡା ଜଳା କରିଛନ୍ତି l ଲାଗିରହିଛି ରାଜନୈତିକ ଅସ୍ଥିରତା l
Disclaimer: This content has been automatically aggregated from ପ୍ରତିଦିନ ଟିଭି for informational purposes. To read the original article, please visit ପ୍ରତିଦିନ ଟିଭି.
Home

