ନିଶା କଲା ପାଗଳ, ଘର ଉପରେ ଟ୍ରକ ଚଢେଇ ଜୀବନ ନେଇଗଲା ନିଶାରେ ଚୁର ଥିବା ଡ୍ରାଇଭର
ଆଜ୍ଞା ଧରାକୋଟ ଥାନା ଅନ୍ତର୍ଗତ ଧଉଗାଁ ଛକ ରେ ସିରିଜ ଦୁର୍ଘଟଣା। ଗୋଟିଏ ଟ୍ରକ ପ୍ରଥମେ ଜଣେ ବ୍ୟକ୍ତି ଉପରେ ଗାଡି ଚଢାଇ ଦେବା ପରେ ସେଠାରୁ 700 ମିଟର ପରେ ଗୋଟିଏ,ଦୋକାନ, ଜଣେ ବ୍ୟକ୍ତିଙ୍କ ଘର ଓ ଗୋଟିଏ ବାଇକ ଓ ସାଇକେଲ ଉପରେ ଚଢାଇ ଦେଇଛି। O

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home