ନିର୍ମାଣର ଦୁଇ ମାସ ହୋଇନି ରାସ୍ତା ଫାଟି ଆଁ କରିଛି, ଅତ୍ୟଧିକ ନିମ୍ନମାନର କାମ ଯୋଗୁଁ ଆଣ୍ଠୁଏ ଲେଖାଏଁ ଗାତ ହୋଇଛି

ଏ ହେଉଛି ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନିର୍ମିତ ହେଇଥିବା କୋକସରା ବ୍ଲକର ବାଞ୍ଜିବାହାଲ, ମହାଜନଗୁଡା ସଂଯୋଗ କରୁଥିବା ମୁଟୁରା ନଦି କରୁଲେ ନିର୍ମାଣ ହୋଇଥିବା ସେତୁ ଉପର ରାସ୍ତାର ଦୃଶ୍ୟ। ନିର୍ମାଣର ୨ ମାସ ଯାଇନି ରାସ୍ତା ଫାଟି

09 August 2025 12:50 PM IST

ଏ ହେଉଛି ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ନିର୍ମିତ ହେଇଥିବା କୋକସରା ବ୍ଲକର ବାଞ୍ଜିବାହାଲ, ମହାଜନଗୁଡା ସଂଯୋଗ କରୁଥିବା ମୁଟୁରା ନଦି କରୁଲେ ନିର୍ମାଣ ହୋଇଥିବା ସେତୁ ଉପର ରାସ୍ତାର ଦୃଶ୍ୟ। ନିର୍ମାଣର ୨ ମାସ ଯାଇନି ରାସ୍ତା ଫାଟି

Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.