ଧରା ପଡିଗଲା ପେଟୁଆ ପୋଲିସ ASI ବାବୁଙ୍କ କଳାକାରନାମା, ଟଙ୍କା ନେଇ ପ୍ୟାକେଟରେ ପୁରାଉଥିଲେ ଭିଡିଓ ହେଲା ଭାଇରାଲ ,.,
ଦିନ ଦ୍ବିପହରେ ଖୁଲମଖୁଲା ଲାଞ୍ଚ ନେଉଛନ୍ତି ପୋଲିସ ବାବୁ । ଏ ବାବୁ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନାର ASI ମୀନକେତନ ପ୍ରଧାନ | ଦେଖନ୍ତୁ ଦୋଷୀଙ୍କୁ ଖସାଇବାକୁ କେମିତି ଲାଞ୍ଚ କାରବାର କରୁଛନ୍ତି ବାବୁ ଜଣକ | Odisha Bhaskar
ଦିନ ଦ୍ବିପହରେ ଖୁଲମଖୁଲା ଲାଞ୍ଚ ନେଉଛନ୍ତି ପୋଲିସ ବାବୁ । ଏ ବାବୁ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନାର ASI ମୀନକେତନ ପ୍ରଧାନ | ଦେଖନ୍ତୁ ଦୋଷୀଙ୍କୁ ଖସାଇବାକୁ କେମିତି ଲାଞ୍ଚ କାରବାର କରୁଛନ୍ତି ବାବୁ ଜଣକ | Odisha Bhaskar
Disclaimer: This content has been automatically aggregated from ଓଡ଼ିଶା ଭାସ୍କର for informational purposes. To read the original article, please visit ଓଡ଼ିଶା ଭାସ୍କର.
Home

