ଧକ୍କା ପରେ ରାସ୍ତା କଡ ବିଲକୁ ଓଲଟି କାଦୁଅରେ ପୋତି ହୋଇ ଯାଇଛି ଅଟୋ
ଅନୁଗୁଳ ଖଣ୍ଡହତାରେ ବଡ଼ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କାର୍ । ଧକ୍କା ପରେ ରାସ୍ତା କଡ ବିଲକୁ ଓଲଟି କାଦୁଅରେ ପୋତି ହୋଇ ଯାଇଛି ଅଟୋ। ଅଟୋରେ ୫ ଜଣ ଥିବା ବେଳେ କାରରେ ଦୁଇଜଣ ଥିବା ସୂଚନା ମିଳିଛି।
ଅନୁଗୁଳ ଖଣ୍ଡହତାରେ ବଡ଼ ଦୁର୍ଘଟଣା । ଅଟୋକୁ ଧକ୍କା ଦେଲା କାର୍ । ଧକ୍କା ପରେ ରାସ୍ତା କଡ ବିଲକୁ ଓଲଟି କାଦୁଅରେ ପୋତି ହୋଇ ଯାଇଛି ଅଟୋ। ଅଟୋରେ ୫ ଜଣ ଥିବା ବେଳେ କାରରେ ଦୁଇଜଣ ଥିବା ସୂଚନା ମିଳିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home