ତୃତୀୟ ପକ୍ଷ ବୀମା ନଥିବା ଯାନଗୁଡ଼ିକ ଉପରେ ନିୟମ କଠୋର

Aug 05, 2026 - 19:08
ତୃତୀୟ ପକ୍ଷ ବୀମା ନଥିବା ଯାନଗୁଡ଼ିକ ଉପରେ ନିୟମ କଠୋର

ନୂଆଦିଲ୍ଲୀ : ବିମା ନାହିଁ ତ ପେଟ୍ରୋଲ ନାହିଁ। ତୃତୀୟ ପକ୍ଷ ବୀମା ନଥିବା ଯାନଗୁଡ଼ିକ ଉପରେ ନିୟମ କଠୋର କରିବା ଦିଗରେ ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୀମା ନଥିବା ଯାନଗୁଡ଼ିକ ଭବିଷ୍ୟତରେ ଇନ୍ଧନ ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।

ଆପଣ ପ୍ରତିଦିନ କାମକୁ ଯିବା ପାଇଁ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟରେ ଆପଣଙ୍କର ବାଇକ୍ କିମ୍ବା କାର ବ୍ୟବହାର କରନ୍ତି, କିନ୍ତୁ ଆପଣଙ୍କ ଯଦି ଯାନର ତୃତୀୟ ପକ୍ଷ ବୀମାର ମିଆଦ ଶେଷ ହୋଇଯାଇଛି କିମ୍ବା ଆପଣ ଏହାକୁ ଏପର୍ଯ୍ୟନ୍ତ ନବୀକରଣ କରିନାହାଁନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ତୃତୀୟ ପକ୍ଷ ବୀମା ନଥିବା ଯାନଗୁଡ଼ିକ ଉପରେ ନିୟମ କଠୋର କରିବା ଦିଗରେ ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।